ଭୁବନେଶ୍ୱର ଆରଏମ୍‌ଆରସି ପରିସରରେ ଅଗ୍ନିକାଣ୍ଡ

ଏହି ଷ୍ଟୋର ରୁମ୍‌ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା।

Fire PhotoOR

ଜଳି ଯାଇଛି ଷ୍ଟୋରରୁମ୍‌ରେ ଥିବା ସମସ୍ତ ଜିନିଷ

Jitendra Garnayak
  • Published: Sunday, 14 May 2023
  • Updated: 14 May 2023, 11:41 AM IST

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା।

ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି।

Also Read

RMRC ଜଣେ କର୍ମଚାରୀ କହିଛନ୍ତି, ନିଆଁ ଲାଗିବା ନେଇ ଆମେ ଅଗ୍ନିଶମବାହିନୀଙ୍କୁ ଜଣାଇବା ପରେ ସେମାନେ ପ୍ରାୟ ୧୦ ମିନିଟ ଭିତରେ ପହଞ୍ଚି ଯାଇଥିଲେ। ଏହି ଷ୍ଟୋର ରୁମ୍‌ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା। ବହୁ ପରିମାଣରେ କାଗଜ ପେଟି, ନଷ୍ଟ ହୋଇସାରିଥିବା ପ୍ଲାଷ୍ଟିକ୍ ଜିନିଷ, ଅବ୍ୟବହୃତ ଟେବୁଲ ଓ ଚୌକି ଆଦି ଏଠାରେ ଥିଲା। ପ୍ଲାଷ୍ଟିକ ଜିନିଷ ଗୁଡ଼ିକ ଥିବାରୁ ନିଆଁ ଲିଭାଇବାକୁ ଟିକେ ଅଧିକ ସମୟ ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story