ଆସନ୍ତାକାଲି ସକାଳ ୧୦ଟାରେ ବାହାରିବ ମାଟ୍ରିକ ରେଜଲ୍ଟ

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ସକାଳ ୧୦ଟାରେ ପ୍ରକାଶ ପାଇବ ।

students PhotoOR

students

Ordigital Desk
  • Published: Wednesday, 17 May 2023
  • Updated: 17 May 2023, 08:51 PM IST

Sports

Latest News

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ସକାଳ ୧୦ଟାରେ ପ୍ରକାଶ ପାଇବ । ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଏହି ପରୀକ୍ଷା ଫଳ ବା ସ୍କୋର କାର୍ଡକୁ ଦିନ ୧୨ଟାରେ ଡାଉନଲୋଡ୍ କରିବାର ସୁଯୋଗ ପାଇବେ ।

ସୂଚନା ଅନୁସାରେ ଆସନ୍ତାକାଲି ବୋର୍ଡ ସଭାପତି ରାମାସିସ୍ ହଜାରାଙ୍କ ଦ୍ୱାରା ସକାଳ ୧୦ଟାରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ଦିନ ୧୨ଟାରୁ ନିଜ ସ୍କୋର କାର୍ଡକୁ ବୋର୍ଡ ୱେବସାଇଟରୁ ଡାଉନଲୋଡ୍ କରିପାରିବେ । ଏହା ସହିତ ଛାତ୍ରଛାତ୍ରୀମାନେ ଚାହିଁଲେ ୫୬୭୬୭୫୦କୁ ଏସଏମସ୍ ପଠାଇ ନିଜର ସ୍କୋର କାର୍ଡ ପାଇପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ ବିଏସଇଓଡ଼ିଶାଡଟଏସିଡଟଇନ୍  ଏବଂ ବିଏସଇଓଡ଼ିଶାଡଟଏନଆଇସିଡଟଇନ୍ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ ।

Also Read

ଚଳିତବର୍ଷ ମୋଟ ୫.୩୨ଲକ୍ଷ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅପ୍ କରିଥିଲେ ମଧ୍ୟ ମାର୍ଚ୍ଚ ୧୦ରୁ ୧୭ତାରିଖ ପର୍ଯ୍ୟନ୍ତ ହୋଇଥିବା ମାଟ୍ରିକ ପରୀକ୍ଷାରେ ପ୍ରାୟ ୧୩୦୫୮ଜଣ ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ପରୀକ୍ଷା ଦେଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୨୨ ମସିହା ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮୧୧୯ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ଓ ୫୪୮୮୯ଜଣ ଏ୨ ଗ୍ରେଡ୍ ରଖିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story