ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ: ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି 

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଆଜି ଅପରାହ୍ନରେ ଅଚାନକ ବର୍ଷା ଓ ଝଡ଼ପବନ ଯୋଗୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

thunderstorm PhotoOR

ଝଡ଼ରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଭାଙ୍ଗି ପଡ଼ିଥିବା ଗଛକୁ କାଟି ହଟାଉଛନ୍ତି।

Ordigital Desk
  • Published: Thursday, 25 May 2023
  • Updated: 25 May 2023, 10:33 PM IST

Sports

Latest News

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଆଜି ଅପରାହ୍ନରେ ଅଚାନକ ବର୍ଷା ଓ ଝଡ଼ପବନ ଯୋଗୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେତେକ ସ୍ଥାନରେ ଘଡ଼ଘଡ଼ି,ବର୍ଷା ଓ ଝଡ଼ପବନ ଯୋଗୁ ଗଛ ଉପୁଡ଼ିବା, ଡାଳ ଭାଙ୍ଗିବା ସହ ଅନେକ ସ୍ଥାନରେ ଆଜବେଷ୍ଟସ ଓ ମାଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଳାପାଳଙ୍କୁ ଜରୁରୀ ସୂଚନା ପଠାଇ କହିଛନ୍ତି ଯେ, ଆଜି ଅପରାହ୍ନରେ ଝଡ଼ବର୍ଷା ଯୋଗୁ ଗଛ ଡାଳ ଭାଙ୍ଗି ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ତେଣୁ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବିଦ୍ୟୁତ ଯୋଗାଣକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଅଗ୍ନିଶମ ସେବା ବାହିନୀର କର୍ମଚାରୀଙ୍କୁ ଗଛ ଉପୁଡ଼ିବା ଓ ଡାଳ ଭାଙ୍ଗିବା ଆଦି କାର୍ଯ୍ୟରେ ନିୟୋଜିତ କରିବା ସହ ଜନଜୀବନ,ଘର ନଷ୍ଟ ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ସୂଚନା ଅନୁସାରେ ଆଜି ଅପରାହ୍ନରେ କାଳବୈଶାଖୀ ଯୋଗୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ପିପିଲି, ଆଠଗଡ଼ ଆଦି ସ୍ଥାନରେ ଗଛ ଉପୁଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିପରି ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ବହୁ ଆଜବେଷ୍ଟସନ ଓ ମାଟି ଘର ନଷ୍ଟ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story