ଭୁବନେଶ୍ୱରରେ ନିର୍ମାଣାଧୀନ ଛାତ ଭୁଶୁଡି ୫ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ହଂସପାଳ ଛକରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୫ଜଣ ଆହତ ହାଇଛନ୍ତି । ସମସ୍ତ ଆହତଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ୫ ନମ୍ୱର ଜାତୀୟ ରାଜପଥ କଡ଼ରେ ଥିବା ଏହି ନିର୍ମାଣାଧୀନ କୋଠାର ଛାତ ମଙ୍ଗଳବାର ରାତିରେ ବର୍ଷାରେ ଭୁଶୁଡି ପଡ଼ିଥିଲା ।

bbsr

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 09:56 AM IST

Related story