Advertisment

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ବିଶ୍ୱ ଓଡ଼ିଶୀ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଶୀ ଉତ୍ସବ। ୫ଦିନ ବ୍ୟାପୀ ଏହି ଉତ୍ସବରେ ୧୪ଟି ଦେଶର ନୃତ୍ୟଶିଳ୍ପୀ ନୃତ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ରବିବାରଠୁ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଥିବା ବିଶ୍ୱ ଓଡ଼ିଶୀ ଉତ୍ସବରେ ବିଭିନ୍ନ ବୟସ ବର୍ଗରେ କଳାକାରମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଉଦଘାଟନୀ ଦିବସରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନେ ଏକକ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

author-image
Rakesh Mallick
ଅଦ୍ୟତନ ହୋଇଛି
ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ବିଶ୍ୱ ଓଡ଼ିଶୀ ଉତ୍ସବ ଆରମ୍ଭ

odashi