Advertisment

ବିଶିଷ୍ଟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ ଘଟିଛି। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଆଜି ହୃଦଘାତରେ ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଓଡ଼ିଶା ଶାସ୍ତ୍ରୀୟ ସଙ୍ଗୀତରେ ବେଶ୍‌ ପରିଚିତ ଥିଲେ ଭୁବନେଶ୍ୱରୀ ମିଶ୍ର। ଆକାଶବାଣୀ ତଥା ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ବେଶ୍ ଜଣାଶୁଣା ଥିଲେ ଭୁବନେଶ୍ୱରୀ।  ଭଜନଠାରୁ ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁଠି ତାଙ୍କର ଉପସ୍ଥିତି ରହିଥିଲା। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ତଥା କଳାକାର ଜଗତ ପକ୍ଷରୁ ଗଭୀର […]

ବିଶିଷ୍ଟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ

bhubansweri mishra

Advertisment

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ ଘଟିଛି। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଆଜି ହୃଦଘାତରେ ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

Advertisment

ଓଡ଼ିଶା ଶାସ୍ତ୍ରୀୟ ସଙ୍ଗୀତରେ ବେଶ୍‌ ପରିଚିତ ଥିଲେ ଭୁବନେଶ୍ୱରୀ ମିଶ୍ର। ଆକାଶବାଣୀ ତଥା ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ବେଶ୍ ଜଣାଶୁଣା ଥିଲେ ଭୁବନେଶ୍ୱରୀ।  ଭଜନଠାରୁ ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁଠି ତାଙ୍କର ଉପସ୍ଥିତି ରହିଥିଲା। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ତଥା କଳାକାର ଜଗତ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe