Advertisment

ଭୁକମ୍ପ ସମ୍ପର୍କରେ ସଚେତନତା ଶିବିର

ଖୋର୍ଦ୍ଧା:ଭୁକମ୍ପ ସମ୍ପର୍କରେ ସଚେତନ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ଭୂକମ୍ପ ହେଲେ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ, ମୃତ୍ୟମୁଖରୁ କିପରି ବର୍ତ୍ତି ପାରିବେ, ଧନଜୀବନ କ୍ଷୟକ୍ଷତି ଯେପରି କମ୍ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କିଟ ହାଉସରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁମ୍ୱାଇ ଆଇଆଇଟିର ପ୍ରଫେସର ତଥା ଭୂମିକମ୍ପ ବିଶେଷଜ୍ଞ ତାପସ କୁମାର ବିଶ୍ୱାଳ ଯୋଗଦେଇ ବିଭିନ୍ନ ବିଷୟବସ୍ତୁ ସଂପର୍କରେ […]

author-image
Rakesh Mallick

Indian-Women-Kabaddi-Team

ଖୋର୍ଦ୍ଧା:ଭୁକମ୍ପ ସମ୍ପର୍କରେ ସଚେତନ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ଭୂକମ୍ପ ହେଲେ ଲୋକେ କିପରି ନିଜକୁ ସୁରକ୍ଷିତ ରଖିବେ, ମୃତ୍ୟମୁଖରୁ କିପରି ବର୍ତ୍ତି ପାରିବେ, ଧନଜୀବନ କ୍ଷୟକ୍ଷତି ଯେପରି କମ୍ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କିଟ ହାଉସରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁମ୍ୱାଇ ଆଇଆଇଟିର ପ୍ରଫେସର ତଥା ଭୂମିକମ୍ପ ବିଶେଷଜ୍ଞ ତାପସ କୁମାର ବିଶ୍ୱାଳ ଯୋଗଦେଇ ବିଭିନ୍ନ ବିଷୟବସ୍ତୁ ସଂପର୍କରେ ସଚେତନ କରାଇଥିଲେ।

Advertisment