Advertisment

ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ; ୮ଟି ଅନ୍ତର୍ଜାତୀୟ କଂପାନୀ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ମୁଖ୍ୟଶାସନ ସଚିବ ଗୋକୁଳଚନ୍ଦ୍ର ପତି। ଏଥିରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି। ଓଡ଼ିଶାର ବୈଦ୍ଧପୀଠ ଗୁଡ଼ିକୁ ଚାର୍ଟର୍ଡ ଫ୍ଲ।ଇଟ୍ ଉଡ଼ାଣ ଆରମ୍ଭ କରିବାକୁ ଥାଇ ଏୟାର ୱେଜକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରୁ ଅନ୍ୟ ସହର ଦେଇ ବିଦେଶକୁ ଇଣ୍ଡିଗୋ ଓ ଜେଟ୍ ଏୟାରବେଜ୍ ବିମାନ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ଆଲୋଚନା ହୋଇଛି। […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ; ୮ଟି ଅନ୍ତର୍ଜାତୀୟ କଂପାନୀ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

gokul

Advertisment

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ମୁଖ୍ୟଶାସନ ସଚିବ ଗୋକୁଳଚନ୍ଦ୍ର ପତି। ଏଥିରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି। ଓଡ଼ିଶାର ବୈଦ୍ଧପୀଠ ଗୁଡ଼ିକୁ ଚାର୍ଟର୍ଡ ଫ୍ଲ।ଇଟ୍ ଉଡ଼ାଣ ଆରମ୍ଭ କରିବାକୁ ଥାଇ ଏୟାର ୱେଜକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରୁ ଅନ୍ୟ ସହର ଦେଇ ବିଦେଶକୁ ଇଣ୍ଡିଗୋ ଓ ଜେଟ୍ ଏୟାରବେଜ୍ ବିମାନ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ଆଲୋଚନା ହୋଇଛି। ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ଫ୍ଲ।ଇ-ଦୁବାଇ ଆଗ୍ରହ ପ୍ରକାଶ କରିଛି। ଟେମ୍ପୋରାରୀ ଅପରେଟିଂ ପରିମିଟ୍ ଅନୁସାରେ ସରକାରଙ୍କ ଅନୁମତି ମିଳିବା ପରେ, ବିମାନ ଚଳାଚଳ ଆରମ୍ଭ ହେବ। ବୈଠକରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷ, ଭୁବନେଶ୍ୱର ବିମାନବନ୍ଦର ନିଦ୍ଦେର୍ଶକ ଏବଂ  ୮ଟି ଅନ୍ତର୍ଜାତୀୟ ବିମାନ କଂପାନୀର ଅଧିକାରୀ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe