Advertisment

ବିଦ୍ୟୁତ୍ ତାରରେ ଲାଗିଲା କ୍ରେନ୍: ୨ ମୃତ, ଜଣେ ଗୁରୁତର

କଟକ: କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କ୍ରେନ୍ ବିଦ୍ୟୁତ ତାରରେ ଲାଗି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। କ୍ରେନଟି ଏକ ଘରୋଇ ନିର୍ମାଣ କାର୍ଯ୍ୟରେ ଲାଗିଥିଲା। ଖବର ଲେଖାଯିବା ସୁଦ୍ଧା ମୃତ ଓ ଆହତ ବ୍ୟକ୍ତିମାନଙ୍କର ପରିଚୟ ଜଣାପଡ଼ି ନଥିଲା।

author-image
Rakesh Mallick
ଅଦ୍ୟତନ ହୋଇଛି
ବିଦ୍ୟୁତ୍ ତାରରେ ଲାଗିଲା କ୍ରେନ୍: ୨ ମୃତ, ଜଣେ ଗୁରୁତର

crane