ବିଜୟ କୁମାର କର ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର ଭୁବନେଶ୍ୱର ଜୋନର ମୁଖ୍ୟ କମିଶନର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କର ପୂର୍ବରୁ ଭୁବନେଶ୍ୱର ଜୋନରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର ଜୋନର ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀ କର କୋଲକାତା, ବାଙ୍ଗାଲୋର, ବିଶାଖାପାଟଣା, ହାଇଦ୍ରାବାଦ ଭଳି ସ୍ଥାନରେ ଆସିଷ୍ଟାଣ୍ଟ କମିଶନର ଭାବେ […]

gst

gst

Ordigital Desk
  • Published: Sunday, 10 July 2022
  • Updated: 10 July 2022, 07:42 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର ଭୁବନେଶ୍ୱର ଜୋନର ମୁଖ୍ୟ କମିଶନର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କର ପୂର୍ବରୁ ଭୁବନେଶ୍ୱର ଜୋନରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର ଜୋନର ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶ୍ରୀ କର କୋଲକାତା, ବାଙ୍ଗାଲୋର, ବିଶାଖାପାଟଣା, ହାଇଦ୍ରାବାଦ ଭଳି ସ୍ଥାନରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରିଥିବାବେଳେ ୨୦୧୮ ମସିହାରେ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟାଲ ଆୱାର୍ଡ ମଧ୍ୟ ମିଳିଛି । ଶ୍ରୀ କର ଭୁବନେଶ୍ୱରରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟ କରିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସଟି ଓ ଟିକସ ସଂଗ୍ରହ ପରିମାଣରେ ଆଖିଦୃଶିଆ ସଫଳତା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story