Advertisment

ଜରାଜୀର୍ଣ୍ଣ ଅବସ୍ଥାରେ ବିଜୁବାବୁଙ୍କ ପୈତୃକ ବାସଗୃହ

ଆଜି ସାରା ରାଜ୍ୟରେ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ଘୁମୁସର ନୂଆଗାଁରେ ଥିବା ବିଜୁ ବାବୁଙ୍କ ପୈତୃକ ବାସଗୃହ ଆଜି ବି ଅବହେଳିତ ଅବସ୍ଥାରେ ରହିଛି।

Advertisment

ଆଜି ସାରା ରାଜ୍ୟରେ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ଘୁମୁସର ନୂଆଗାଁରେ ଥିବା ବିଜୁ ବାବୁଙ୍କ ପୈତୃକ ବାସଗୃହ ଆଜି ବି ଅବହେଳିତ ଅବସ୍ଥାରେ ରହିଛି। ବିଜୁବାବୁ ତାଙ୍କ ଜୀବନରେ ଅନେକ ସମୟ କଟିଥିବା ପୈତୃକ ଗାଁ ଓ ଘର କଥା ଯେପରି ପ୍ରଶାସନ ଭୁଲିଯାଇଛନ୍ତି।

Advertisment
Biju Pattanaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe