Advertisment

ଢେଙ୍କାନାଳରେ ବି ଧରାପଡ଼ିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ ଦୁର୍ନୀତି!

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ବରଦାସ୍ତ କରାଯିବନି ଅନିୟମିତତା। ଏଭଳି ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ନିଜେ ଜିଲ୍ଲାପାଳ କରୁଛନ୍ତି ଏହାର ତଦାରଖ। ଅଚାନକ ଘରୋଇ ହସ୍ପିଟାଲରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ରୋଗୀଙ୍କୁ ସଠିକ ଭାବରେ ଚିକିତ୍ସା ପ୍ରଦାନ କରାଯାଉଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି। ସାଥୀରେ ଏସପିଙ୍କ ସହ ପୋଲିସ ଟିମ ମଧ୍ୟ ରହିଛି। ମାର୍ଚ୍ଚ ୩ ତାରିଖରେ ଢେଙ୍କାନାଳ ସହରର ଏକ ଘରୋଇ ହସ୍ପିଟାଲ ନାଁରେ ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ଆକ୍ସନ ମୁଡକୁ ଆସିଥିଲା ଜିଲ୍ଲା ପ୍ରଶାସନ ତୁରନ୍ତ ସଂପୃକ୍ତ ନର୍ସିଂ ହୋମ୍ ସିଲ୍‌ କରିଥିଲା। ପୂର୍ବରୁ କଟକ ଓ କେନ୍ଦୁଝରରେ ମଧ୍ୟ ଏହି ଯୋଜନାରେ ହେଉଥିବା ଦୁର୍ନୀତି ପଦାକୁ ଆସିଛି।

Odisha BjD Naveen Patnaik BSKY Bju Swasthya Kalyan Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe