Advertisment

ଟ୍ରକ ପଛରେ ପିଟି ହେଲା ବାଇକ, ଚାଲିଗଲା ଚାଳକଙ୍କ ଜୀବନ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ବରିଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ମୋଟର ସାଇକେଲ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଉମରକୋଟ ବଡକୁମାରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିପାରି ନାହିଁ। ତେବେ ମୃତଦେହ ନିକଟରେ ପଡ଼ିଥିବା ଆଧାର କାର୍ଡରେ ବାସୁ ଗୌଡ ପିତା ଧର୍ମୁ ଗୌଡ ଲେଖାଯାଇଛି। ଆଜି ରାତି ପ୍ରାୟ ୮ ଟା ବେଳେ ଏହି […]

ଅଦ୍ୟତନ ହୋଇଛି
ଟ୍ରକ ପଛରେ ପିଟି ହେଲା ବାଇକ, ଚାଲିଗଲା ଚାଳକଙ୍କ ଜୀବନ

bike-accident-in-umarakota

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ବରିଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ମୋଟର ସାଇକେଲ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଉମରକୋଟ ବଡକୁମାରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିପାରି ନାହିଁ। ତେବେ ମୃତଦେହ ନିକଟରେ ପଡ଼ିଥିବା ଆଧାର କାର୍ଡରେ ବାସୁ ଗୌଡ ପିତା ଧର୍ମୁ ଗୌଡ ଲେଖାଯାଇଛି।

Advertisment

ଆଜି ରାତି ପ୍ରାୟ ୮ ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ୍‌ ପଛରେ ବାଇକ ଚାଳକ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe