Advertisment

ସାଇକେଲକୁ ପିଟିଲା ବାଇକ୍; ଆଖି ବୁଜିଲେ ଜଣେ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସାଇକେଲକୁ ପିଟିଲା ବାଇକ୍‌। ଏହି ଦୁର୍ଘଟଣାରେ ସାଇକେଲ ଚାଳକ ବଞ୍ଚି ଯାଇଥିବା ବେଳେ ଆଖି ବୁଜିଛନ୍ତି ବାଇକ ଚାଳକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ  ହେଉଛନ୍ତି ଛାମୁଣ୍ଡା ଗ୍ରାମର ଜିତୁ ସେଠି। ବରଗାଁରେ ମିସ୍ତ୍ରୀ କାମ ସାରି ଜିତୁ ନିଜ ଗ୍ରାମ ଛାମୁଣ୍ଡାକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ସାଇକେଲ ଚାଳକ ବଞ୍ଚି ଯାଇଥିବା  ବେଳେ ବାଇକ୍‌ ଚାଳକଙ୍କର […]

author-image
Niharika Rout
ସାଇକେଲକୁ ପିଟିଲା ବାଇକ୍;  ଆଖି ବୁଜିଲେ ଜଣେ

accident

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସାଇକେଲକୁ ପିଟିଲା ବାଇକ୍‌। ଏହି ଦୁର୍ଘଟଣାରେ ସାଇକେଲ ଚାଳକ ବଞ୍ଚି ଯାଇଥିବା ବେଳେ ଆଖି ବୁଜିଛନ୍ତି ବାଇକ ଚାଳକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ  ହେଉଛନ୍ତି ଛାମୁଣ୍ଡା ଗ୍ରାମର ଜିତୁ ସେଠି।

Advertisment

ବରଗାଁରେ ମିସ୍ତ୍ରୀ କାମ ସାରି ଜିତୁ ନିଜ ଗ୍ରାମ ଛାମୁଣ୍ଡାକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ସାଇକେଲ ଚାଳକ ବଞ୍ଚି ଯାଇଥିବା  ବେଳେ ବାଇକ୍‌ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରୁ ଜିତୁଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।