Advertisment

ପୋଲ ତଳକୁ ଖସିଲା ବାଇକ୍

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଦେଉଳି ରାସ୍ତା ରକ୍ଷେତ୍ରପାଟଣା ଛକ ନିକଟରେ  ଏକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ବାଇକ୍ ଭାରସାମ୍ୟ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ହଳଦିଆ ଡେମ ନିକଟ ମୁଣ୍ଢାକଟା ଗାଁର ପଞ୍ଚାନନ ଦେଓ। ଆଜି ସକାଳେ  ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ଲୋକେ ପଞ୍ଚାନନଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ଦେଖିଥିଲେ। ସେମାନେ ଏନେଇ  ପୁଲିସକୁ ଖବର […]

ଅଦ୍ୟତନ ହୋଇଛି
ପୋଲ ତଳକୁ ଖସିଲା ବାଇକ୍

accident

Advertisment

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଦେଉଳି ରାସ୍ତା ରକ୍ଷେତ୍ରପାଟଣା ଛକ ନିକଟରେ  ଏକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ବାଇକ୍ ଭାରସାମ୍ୟ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ହଳଦିଆ ଡେମ ନିକଟ ମୁଣ୍ଢାକଟା ଗାଁର ପଞ୍ଚାନନ ଦେଓ।

Advertisment

ଆଜି ସକାଳେ  ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ଲୋକେ ପଞ୍ଚାନନଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ଦେଖିଥିଲେ। ସେମାନେ ଏନେଇ  ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ପଞ୍ଚାନନଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିଲା।  ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe