Advertisment

ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ବିନୀତାଙ୍କ ବାଜିମାତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍‌ସ ବାଜିମାତ୍ କରିଛି। ଏମ୍‌ବିବିଏସ୍‌ ଛାତ୍ରୀ ବିନୀତା କେ ଟପ୍ପର ହୋଇଛନ୍ତି। ଏଥିସହ ଏମ୍‌ସ‌ର ୬ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।  ୭୪ଜଣଙ୍କୁ ରାଙ୍କ ମିଳିଛି। ଏମ୍‌ସ‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ଏମ୍‌ସ‌ର ନିର୍ଦ୍ଦେଶିକା ଶୁଭେଚ୍ଛା ଜଣାଇଛନ୍ତି। ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଥିବା ବିନୀତା କେ କହିଛନ୍ତି, “ରାଙ୍କ ଆଣିବା ପାଇଁ ପଢ଼ନ୍ତୁ ନାହିଁ। ଜଣେ […]

ଅଦ୍ୟତନ ହୋଇଛି
ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ବିନୀତାଙ୍କ ବାଜିମାତ୍‌

aiims

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍‌ସ ବାଜିମାତ୍ କରିଛି। ଏମ୍‌ବିବିଏସ୍‌ ଛାତ୍ରୀ ବିନୀତା କେ ଟପ୍ପର ହୋଇଛନ୍ତି।

Advertisment

ଏଥିସହ ଏମ୍‌ସ‌ର ୬ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।  ୭୪ଜଣଙ୍କୁ ରାଙ୍କ ମିଳିଛି। ଏମ୍‌ସ‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ଏମ୍‌ସ‌ର ନିର୍ଦ୍ଦେଶିକା ଶୁଭେଚ୍ଛା ଜଣାଇଛନ୍ତି।

ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଥିବା ବିନୀତା କେ କହିଛନ୍ତି, “ରାଙ୍କ ଆଣିବା ପାଇଁ ପଢ଼ନ୍ତୁ ନାହିଁ। ଜଣେ ଭଲ ଡାକ୍ତର ହେବା ପାଇଁ ପଢ଼ନ୍ତୁ। ପରିଶ୍ରମ କରନ୍ତୁ ଓ ନିଜ ଉପରେ ବିଶ୍ୱାସ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe