ସୋରରେ ବାର୍ଡଫ୍ଲୁ ଆତଙ୍କ; ଚିକେନ୍‌ କିଲୋ ୫୦ ଟଙ୍କାକୁ ଖସିଲା

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ହଜାର ହଜାର କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହା ସହିତ ଲୋକେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି। ଫଳରେ ବଜାରରେ ଆଜି ଚିକେନ କିଲୋ ୫୦ ଟଙ୍କାକୁ ଖସି ଆସିଛି। ସ୍ଥାନୀୟ ପ୍ରାଣୀ ବିଭାଗ ଘଟଣାର […]

soro

soro

Jyoshna Pradhan
  • Published: Sunday, 01 March 2020
  • Updated: 01 March 2020, 11:46 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ହଜାର ହଜାର କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହା ସହିତ ଲୋକେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି। ଫଳରେ ବଜାରରେ ଆଜି ଚିକେନ କିଲୋ ୫୦ ଟଙ୍କାକୁ ଖସି ଆସିଛି। ସ୍ଥାନୀୟ ପ୍ରାଣୀ ବିଭାଗ ଘଟଣାର ଯାଞ୍ଚ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story