ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଆଜି ଅଦଳବଦଳ ହୋଇଛି। ଏହାଛଡ଼ା ବହୁ ନୂଆ ଚେହେରାଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। ଏଥିରେ ଓଡ଼ିଶାରୁ ଅଛନ୍ତି ସାଂସଦ ବିଶ୍ୱେଶ୍ୱର ଟୁଡୁ। ସେ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଶ୍ୱେଶ୍ୱର ଟୁଡୁ ହେଉଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ। ବିଶ୍ୱେଶ୍ୱର ଟୁଡୁ ଜଣେ ନିର୍ବିବାଦୀୟ ଚେହେରା। ଉତ୍ତର ଓଡ଼ିଶାର ଜଣେ ଜଣାଶୁଣା ଆଦିବାସୀ ନେତା। ସପ୍ତଦଶ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟଭାବେ ସ୍ଥାନ ପାଇଛନ୍ତି। ସେ ଅନୁସୂଚିତ […]

Bisweshwar-Tudu

Bisweshwar-Tudu

Manoranjan Sial
  • Published: Wednesday, 07 July 2021
  • Updated: 07 July 2021, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଆଜି ଅଦଳବଦଳ ହୋଇଛି। ଏହାଛଡ଼ା ବହୁ ନୂଆ ଚେହେରାଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। ଏଥିରେ ଓଡ଼ିଶାରୁ ଅଛନ୍ତି ସାଂସଦ ବିଶ୍ୱେଶ୍ୱର ଟୁଡୁ। ସେ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଶ୍ୱେଶ୍ୱର ଟୁଡୁ ହେଉଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ।

ବିଶ୍ୱେଶ୍ୱର ଟୁଡୁ ଜଣେ ନିର୍ବିବାଦୀୟ ଚେହେରା। ଉତ୍ତର ଓଡ଼ିଶାର ଜଣେ ଜଣାଶୁଣା ଆଦିବାସୀ ନେତା। ସପ୍ତଦଶ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟଭାବେ ସ୍ଥାନ ପାଇଛନ୍ତି। ସେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସଦସ୍ୟ ସହ କେମିକାଲ ଓ ଫର୍ଟିଲାଇଜର ଷ୍ଟାଣ୍ଡିଂ କମିଟି ଓ ସଂସ୍କୃତି ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି।

ଶ୍ରୀ ଟୁଡୁ ୧୯୬୫ରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାପାଳରେ ଜନ୍ମଗ୍ରହଣ କରିଥିଲେ। ସେ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଶୃଙ୍ଖଳିତ ସଭ୍ୟ ରହିବା ସହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ମଧ୍ୟ ଅଛନ୍ତି ଟୁଡୁ। ଏଥିସହ ଗତ ୧୯ ବର୍ଷ ଧରି ବିଶ୍ୱ ହିନ୍ଦୁ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମ ସହ ଜଡିତ ଅଛନ୍ତି। ବିଶ୍ୱେଶ୍ୱର କେବଳ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପି ବାନା ଉଡ଼ାଇଛନ୍ତି ତା ନୁହେଁ, ତାଙ୍କ ଜିଲ୍ଲାରେ ୬ଟି ବିଧାନସଭା ଆସନରେ ମଧ୍ୟ ଜିତିଛି ଭାରତୀୟ ଜନତା ପାର୍ଟି।

ବିଶ୍ୱେଶ୍ୱର ଟୁଡୁଙ୍କ ବ୍ୟତୀତ ୨୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ଶପଥ ପାଠ କରିଥିବା ମନ୍ତ୍ରୀମାନେ ହେଲେ- ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ଏସ୍.ପି ସିଂ ବଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାର୍ଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ୍‌. ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିଂ, ଭଗୱତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭାଗବତ କିଶନରାଓ କରାଦ, ରାଜକୁମାର ରଂଜନ ସିଂହ, ଭାରତୀ ପ୍ରବୀଣ ପାୱାର, ଶାନ୍ତନୁ ଠାକୁର, ମୁଞ୍ଜାପାରା ମହେନ୍ଦ୍ରଭାଇ, ଜନ ବାର୍ଲା, ଏଲ୍. ମୁରୁଗାନ୍ ଓ ନିଶିଥ ପ୍ରମାଣିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story