ବିଟ୍ କଏନ୍ ଠକେଇ ମାମଲା: ଅଭିଯୁକ୍ତ ଶଶିଭୂଷଣ ଗିରଫ

ଖୋର୍ଦ୍ଧା (ବଳରାମ ଲେଙ୍କା):  ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି  ଖୋର୍ଦ୍ଧା ପୁଲିସ୍‌ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ  ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ […]

biti-coin-1..1

biti-coin-1..1

Niharika Rout
  • Published: Tuesday, 01 October 2019
  • Updated: 01 October 2019, 08:30 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା):  ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି  ଖୋର୍ଦ୍ଧା ପୁଲିସ୍‌ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍‌ ଜିମା ଦେଇଥିଲେ ।

ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ  ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ ଚଳାଇ ଆସୁଥିଲେ । ସାଧାରଣ  ଲୋକଙ୍କଠାରୁ ସେ  କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ  ଅଭିଯୋଗ ହୋଇଥିଲା । ଗିରଫ ପରେ ଖୋର୍ଦ୍ଧା ପୁଲିସ୍‌ ଶଶିଭୂଷଣଙ୍କୁ ଜଟଣୀ କମିଶନରେଟ୍ ପୁଲିସ୍‌କୁ ହସ୍ତାନ୍ତର କରିଛି । ଏହି ବହୁ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସାଇବର ସେଲ୍‌କୁ ଏ ସଂକ୍ରାନ୍ତରେ ପୁଲିସ୍‌ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story