Advertisment

ବିଭିନ୍ନ ସାମାଜିକ ଯୋଜନା ହିଁ ଲୋକଙ୍କୁ ଆକର୍ଷିତ କରିବ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଝାରସୁଗୁଡା: ଜନଧନ ପରି ସାମାଜିକ ଯୋଜନା ମାଧ୍ୟମରେ ବିଜେପି ଓଡ଼ିଶା ବାସୀଙ୍କ ପାଖକୁ ଯିବ। ପ୍ରଥମ ଏକବର୍ଷ ମଧ୍ୟରେ ଏହା ବେଶ ସଫଳ ହୋଇଛି । ଆଗାମୀ ଦିନରେ ଏହା  ଜନସାଧାରଣଙ୍କ ଆସ୍ଥା ଭାଜନ ହେବ ବୋଲି  କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଏକବର୍ଷ ପୂର୍ତ୍ତୀର ସମସ୍ତ କାର୍ଯ୍ୟକ୍ରମ ଯେପରି ସାଧାରଣ ଲୋକଙ୍କ ପାଖରେ […]

ଅଦ୍ୟତନ ହୋଇଛି
ବିଭିନ୍ନ ସାମାଜିକ ଯୋଜନା ହିଁ ଲୋକଙ୍କୁ ଆକର୍ଷିତ କରିବ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

JUEL

Advertisment

ଝାରସୁଗୁଡା: ଜନଧନ ପରି ସାମାଜିକ ଯୋଜନା ମାଧ୍ୟମରେ ବିଜେପି ଓଡ଼ିଶା ବାସୀଙ୍କ ପାଖକୁ ଯିବ। ପ୍ରଥମ ଏକବର୍ଷ ମଧ୍ୟରେ ଏହା ବେଶ ସଫଳ ହୋଇଛି । ଆଗାମୀ ଦିନରେ ଏହା  ଜନସାଧାରଣଙ୍କ ଆସ୍ଥା ଭାଜନ ହେବ ବୋଲି  କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

Advertisment

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଏକବର୍ଷ ପୂର୍ତ୍ତୀର ସମସ୍ତ କାର୍ଯ୍ୟକ୍ରମ ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦବୋଧନ ଦେଇଥିଲେ। ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବା ସହ ଆଗାମୀ ଦିନରେ ମଧ୍ୟ ଜନହିତକର କାର୍ଯ୍ୟକ୍ରମ ଜାରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଓରାମ ଦର୍ଶାଇଥିଲେ । ବ୍ରଜରାଜ ନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବିଜେପିର ବରିଷ୍ଠ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe