କାହା ପାଇଁ ଟ୍ରାଫିକ୍ ନିୟମ? ବିନା ସିଟ୍ ବେଲ୍ଟରେ ଯାଉଛନ୍ତି ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ ନିୟମକୁ ନେଇ ଲୋକେ ଛାନିଆ। କାରଣ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା। ହେଲେ ବଡ଼ବଡ଼ିଆଙ୍କ ପାଇଁ ଏହି ନିୟମ ଲାଗୁ ହେଲା ପରି ଲାଗୁନାହିଁ। ଆଜି ଲୋକସେବା ଭବନକୁ ଆସିଥିବା ନେତା ଓ ମନ୍ତ୍ରୀମାନେ ବିନା ସିଟ୍‌ ବେଲ୍‌ଟରେ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ନିୟମ ଲାଗୁ କରୁଥିବା ପୁଲିସ ବାବୁ ମଧ୍ୟ ନିୟମ ପ୍ରତି ଆଖି ବୁଜି ଦେଇଛନ୍ତି। ଟ୍ରାଫିକ୍‌ ନିୟମ ପ୍ରତି କେତେ ଯତ୍ନବାନ ଆମ ନେତା […]

bjd-and-congress-leaders-broken-news-traffic-law

Manoranjan Sial
  • Published: Friday, 06 September 2019
  • Updated: 06 September 2019, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ ନିୟମକୁ ନେଇ ଲୋକେ ଛାନିଆ। କାରଣ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା। ହେଲେ ବଡ଼ବଡ଼ିଆଙ୍କ ପାଇଁ ଏହି ନିୟମ ଲାଗୁ ହେଲା ପରି ଲାଗୁନାହିଁ। ଆଜି ଲୋକସେବା ଭବନକୁ ଆସିଥିବା ନେତା ଓ ମନ୍ତ୍ରୀମାନେ ବିନା ସିଟ୍‌ ବେଲ୍‌ଟରେ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ନିୟମ ଲାଗୁ କରୁଥିବା ପୁଲିସ ବାବୁ ମଧ୍ୟ ନିୟମ ପ୍ରତି ଆଖି ବୁଜି ଦେଇଛନ୍ତି।

ଟ୍ରାଫିକ୍‌ ନିୟମ ପ୍ରତି କେତେ ଯତ୍ନବାନ ଆମ ନେତା ଓ ମନ୍ତ୍ରୀମାନେ। ଆଜି ଲୋକସେବା ଭବନକୁ କାର୍‌ରେ ପ୍ରବେଶ କରିଥିଲେ ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସ। ସେ କାର୍‌ର ଆଗରେ ବସିଥିଲେ। ମାତ୍ର ସିଟ୍‌ ବେଲ୍‌ଟ ବାନ୍ଧି ନଥିଲେ। ସେଠାରେ ଉପସ୍ଥିତଥିବା ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ, ମୁଁ ଦୁଇଟି ବେଲ୍‌ଟ ପିନ୍ଧି ଆସିଛି। ଭିତରେ ଗୋଟିଏ ଓ ବାହାରେ ଗୋଟିଏ ବେଲ୍‌ଟ ପିନ୍ଧିଛି। ଆଉ ଯିବା ବେଳେ କ୍ୟାମେରା ଭୟରେ ବହୁ ଚେଷ୍ଟା କରି ବିଫଳ ହେବା ପରେ ଅନ୍ୟମାନଙ୍କ ସହାୟତାରେ ସିଟ୍‌ ବେଲ୍‌ଟ ବାନ୍ଧିଥିଲେ ବିଷ୍ଣୁ ଦାସ।

ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅନନ୍ତ ଦାସ, ପୂର୍ବତନ ବିଧାୟକ ଆକାଶ ଦାସନାୟକ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଲୋକସେବା ଭବନକୁ ଆସିଥିଲେ। ହେଲେ କେହି ଜଣେ ହେଲେ ସିଟ୍‌ ବେଲ୍‌ଟ ପିନ୍ଧି ଥିବା ଦେଖିବାକୁ ମିଳିନାହିଁ। କିନ୍ତୁ ଆମ ରାଇଜ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ଭାବେ ପଳନ କରିଛନ୍ତି। ସେ ସିଟ୍‌ ବେଲଟ୍‌ ପିନ୍ଧି ଆସିଥିବା ଦେଖିବାକୁ ମିଳିଥିଲା।

କେବଳ ନେତାମନ୍ତ୍ରୀ ନୁହଁନ୍ତି, ଲୋକଙ୍କୁଠୁ ମୋଟା ତଣ୍ଡ ଆଦାୟ କରୁଥିବା ରାଜଧାନୀର ପୁଲିସ ବାବୁ ମଧ୍ୟ ନୂଆ ଆଇନ ପ୍ରତି ଯତ୍ନବାନ ନୁହଁନ୍ତି। ସୋଶିଆଲ୍‌ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ଏହା ସ୍ପଷ୍ଟ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଜଣେ ପୁଲିସବାବୁ ବିନା ହେଲ୍‌ମେଟ୍‌ରେ ବୁଲେଟ୍‌ ଚଳାଉଛନ୍ତି। ହେଲେ ସେଥିପ୍ରତି ପୁଲିସ କିମ୍ୱା ଟ୍ରାଫିକ୍‌ ଅଧିକାରୀଙ୍କର ତିଳେ ମାତ୍ର ନଜର ନାହିଁ।

ଏଣେ କେବଳ କଟକ କିମ୍ବା ଭୁବନେଶ୍ୱର ନୁହେଁ ରାଜ୍ୟର ଛୋଟ ଛୋଟ ସହରରେ ମଧ୍ୟ ଲାଗୁ ହୋଇଛି କଡ଼ା ଟ୍ରାଫିକ୍ ନିୟମ ଓ ଯାଞ୍ଜ ବ୍ୟବସ୍ଥା। ଗତକାଲି ବାଲେଶ୍ୱର ସହରରେ ଲୋକେ ବେଧଡ଼କ ବୁଲୁଥିବା ବେଳେ ଆଜି କିନ୍ତୁ ଚିତ୍ର ବଦଳିଛି। ସହରରେ ଅନେକ ସ୍ଥାନରେ ଆଜି ଗାଡ଼ି ଯାଞ୍ଚ କରାଯାଇ ଉଲ୍ଲଙ୍ଘନକାରୀଙ୍କୁ ଫାଇନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story