Advertisment

ତିର୍ତ୍ତୋଲ ଆସନ ପାଇଁ ଆଜି ବିଜେଡି ଦାଖଲ କରିବ ନାମାଙ୍କନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିନ । ଆଜି ତିର୍ତ୍ତୋଲ ଆସନ ପାଇଁ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ସେହିପରି ବାଲେଶ୍ୱର ସଦର ଆସନ ପାଇଁ ଗତକାଲି ବିଜେଡିର ସ୍ଵରୂପ ଦାସ […]

ଅଦ୍ୟତନ ହୋଇଛି
ତିର୍ତ୍ତୋଲ ଆସନ ପାଇଁ ଆଜି ବିଜେଡି ଦାଖଲ କରିବ ନାମାଙ୍କନ

bjd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିନ । ଆଜି ତିର୍ତ୍ତୋଲ ଆସନ ପାଇଁ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି।

Advertisment

ସେହିପରି ବାଲେଶ୍ୱର ସଦର ଆସନ ପାଇଁ ଗତକାଲି ବିଜେଡିର ସ୍ଵରୂପ ଦାସ ଓ କଂଗ୍ରେସର ମମତା କୁଣ୍ଡୁ ନାମାଙ୍କନ ଦାଖଲ କରିଥିଲେ।  ପୂର୍ବରୁ  ଏହି ଆସନ ପାଇଁ ବିଜେପି ତରଫରୁ ମାନସ ଦତ୍ତ  ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି।

ଏପଟେ ତିନି ପ୍ରମୁଖ ରାଜନୈତିକ ଦଳ ନାମାଙ୍କନ ଦାଖଲ ପରେ  ପ୍ରଚାର ମଇଦାନରେ ପ୍ରାର୍ଥୀ ଭୋଟରଙ୍କ ଆସ୍ଥା ଭାଜନ ପାଇଁ ଘର ଘର ବୁଲି ଭୋଟଭିକ୍ଷା କରିବେ। ନିଜ ନିଜ ରଣନୀତି ଆଧାରରେ ଜନତାଙ୍କ ପାଖକୁ ଯିବେ କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀ ।

Advertisment
Tirtol By Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe