ସାଂସଦ ପ୍ରାର୍ଥୀଙ୍କୁ ୫୦ଲକ୍ଷ ଓ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଦେଇଥିଲା ବିଜେଡି, ଖର୍ଚ୍ଚ କରି ନପାରି ଫେରାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡି ଦେଲେ ନିର୍ବାଚନରେ ଲଢିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା ବିଜେଡି। ନିର୍ବାଚନ କମିଶନଙ୍କୁ ଦଳ ଏ ତଥ୍ୟ ଦେଇଛି। ବଡ଼କଥା ହେଉଛି ବିଜେଡିର କିଛି ବିଧାୟକ ପ୍ରାର୍ଥୀ ଦଳ ଦେଇଥିବା ଟଙ୍କାକୁ ଖର୍ଚ୍ଚ […]

p-110

p-110

Biswobandita Swain
  • Published: Tuesday, 13 August 2019
  • Updated: 13 August 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡି ଦେଲେ ନିର୍ବାଚନରେ ଲଢିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା ବିଜେଡି। ନିର୍ବାଚନ କମିଶନଙ୍କୁ ଦଳ ଏ ତଥ୍ୟ ଦେଇଛି। ବଡ଼କଥା ହେଉଛି ବିଜେଡିର କିଛି ବିଧାୟକ ପ୍ରାର୍ଥୀ ଦଳ ଦେଇଥିବା ଟଙ୍କାକୁ ଖର୍ଚ୍ଚ କରି ନପାରି ଫେରାଇଛନ୍ତି। ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ଖର୍ଚ୍ଚ ସୀମା ଓ ପ୍ରକୃତରେ ହେଉଥିବା ଖର୍ଚ୍ଚର ପରିମାଣକୁ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ।

ନିମାପଡ଼ାରୁ ପୁଣି ଥରେ ଜିତି ମନ୍ତ୍ରୀ ହୋଇଥିବା ସମୀର ଦାଶ କହିଛନ୍ତି ଦଳ ଦେଇଥିବା ୨୦ ଲକ୍ଷରୁ ସେ ୧୩ ଲକ୍ଷ ଖର୍ଚ୍ଚ କରି ବାକି ୭ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି। ପ୍ରଣବ ପ୍ରକାଶ ଦାସ ୧୨ ଲକ୍ଷ ୯୫ ହଜାର, ଅତନୁ ସବ୍ୟସାଚୀ ନାୟକ ୧୦ ଲକ୍ଷ ୧ ହଜାର ଓ ପ୍ରଦୀପ ମହାରଥୀ ୧୫ ଲକ୍ଷ ୬୩ ହଜାର ଖର୍ଚ୍ଚ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ହାତ ଗଣତି କିଛି ବିଧାୟକ ପ୍ରାର୍ଥୀ ୨୦ ଲକ୍ଷରୁ ଅଧିକ ଖର୍ଚ୍ଚ କରିଥିବା କହିଛନ୍ତି।

ଏଥର ନିର୍ବାଚନରେ ବିଜେପି, ବିଧାୟକ ପ୍ରାର୍ଥୀ ପିଛା ୧୫ ଲକ୍ଷ ଟଙ୍କା ଦେଇଥିଲେ ବି ନିର୍ବାଚନ କମିଶନଙ୍କ ପାଖରେ ଖର୍ଚ୍ଚର ହିସାବ ଦେଇନି। ତେବେ ପ୍ରାର୍ଥୀ ନିଜ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ହିଁ କହୁଛି ହାରିଥିବା ପ୍ରାର୍ଥୀ ଜିତିବା ପ୍ରାର୍ଥୀଙ୍କ ଠାରୁ ଅଧିକ ଖର୍ଚ୍ଚ କରିଛନ୍ତି । ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ୧୬ ଲକ୍ଷ ୫୫ ହଜର ଖର୍ଚ୍ଚ କରିଛନ୍ତି। ଦଳ ତାଙ୍କୁ ଦେଇଥିଲା ୧୫ ଲକ୍ଷ ଟଙ୍କା। ଯାଜପୁରରେ ଦଳର ପ୍ରାର୍ଥୀ ଗୌତମ ରାୟ ଖର୍ଚ୍ଚ କରିଛନ୍ତି ୧୫ ଲକ୍ଷ ୯୯ ହଜାର। ସେପଟେ କଂଗ୍ରେସ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ ଦେଇ ନଥିଲେ ବି ଜୟପୁରରୁ ଜିତିଥିବା ତାରାପ୍ରସାଦ ବାହିନୀପତି କହିଛନ୍ତି ଦଳ ତାଙ୍କୁ ୨୦ ଲକ୍ଷ ଦେଇଥିବା ବେଳେ ବାକି ୫ ଲକ୍ଷ ସେ ହାତରୁ ଖର୍ଚ୍ଚ କରି ନିର୍ବାଚନ ଜିତିଛନ୍ତି। ତେବେ ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି ବିଜେଡି ପ୍ରାର୍ଥୀ ନିଜର ପ୍ରକୃତ ନିର୍ବାଚନୀ ଖର୍ଚ୍ଚ ଲୁଚାଇଛନ୍ତି।

ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଓ ଲୋକସଭା ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ସୀମା ଧାର୍ଯ୍ୟ କରିଛନ୍ତି । ତେବେ ବିଡ଼ମ୍ବନା ହେଉଛି, ଜଣେ ପ୍ରାର୍ଥୀ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବି କମ ଖର୍ଚ୍ଚ ଦେଖାଇଲେ କମିଶନ ଏହାକୁ ଧରିବାର କୌଣସି ବାଟ ନାହିଁ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ହାରାହାରି ଖର୍ଚ୍ଚ ୧୨ ଲକ୍ଷ ଥିବା ବେଳେ କଂଗ୍ରେସ୍‌ ୧୦ ଲକ୍ଷ ଓ ବିଜେପିର ୧୩ ଲକ୍ଷ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story