ବାଙ୍କିରେ ନବୀନଙ୍କ ନିର୍ବାଚନ ପ୍ରଚାର

ବାଙ୍କି (ସଞ୍ଜୀବ ନାୟକ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ, ଏବେ ନେତାଏ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାତିଦିନ ଏକ କରି ପ୍ରଚାରରେ ମାତିଛନ୍ତି। ବିଜେଡି ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ନିଜେ ଦଳର ମୁଖିଆ ନବୀନ ପଟ୍ଟନାୟକ। ଆଜି ଦିନସାରା ଶାସକ ଦଳ ପ୍ରଚାରକୁ ଜୋରଦାର କରିଛି। ମାରାଥନ୍ ପ୍ରଚାର କରିଛନ୍ତି ନବୀନ। ଆଜି ସେ କଟକ ଜିଲ୍ଲାର ଦୁଇଟି ଜାଗାରେ ନିର୍ବାଚନ ପ୍ରଚାର କରିଛନ୍ତି। ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସାରି […]

1

1

Amaresh Biswal
  • Published: Thursday, 18 April 2019
  • Updated: 18 April 2019, 06:39 PM IST

Sports

Latest News

ବାଙ୍କି (ସଞ୍ଜୀବ ନାୟକ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ, ଏବେ ନେତାଏ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାତିଦିନ ଏକ କରି ପ୍ରଚାରରେ ମାତିଛନ୍ତି। ବିଜେଡି ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି ନିଜେ ଦଳର ମୁଖିଆ ନବୀନ ପଟ୍ଟନାୟକ।

ଆଜି ଦିନସାରା ଶାସକ ଦଳ ପ୍ରଚାରକୁ ଜୋରଦାର କରିଛି। ମାରାଥନ୍ ପ୍ରଚାର କରିଛନ୍ତି ନବୀନ। ଆଜି ସେ କଟକ ଜିଲ୍ଲାର ଦୁଇଟି ଜାଗାରେ ନିର୍ବାଚନ ପ୍ରଚାର କରିଛନ୍ତି। ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସାରି ନବୀନ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ କଚେରୀ ପଡ଼ିଆଠାରେ ଏକ ସଭାରେ ଯୋଗ ଦେଇଥିଲେ।

ନିଜ ଭାଷଣରେ ନବୀନ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ‘ଆମ ସରକାର ଆସିବା ମାତ୍ରକେ କାଳିଆ ଟଙ୍କା ଲୋକଙ୍କ ଖାତାକୁ ଯିବ’ ବୋଲି ଘୋଷଣା କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁନର୍ବାର ନିର୍ବାଚିତ କରିବା ପାଇଁ ନବୀନ ଭୋଟର ମାନଙ୍କୁ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story