‘ମୋତେ ହତ୍ୟା କରିବାକୁ ଆସିଥିଲେ’ | Odisha Reporter
ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀଙ୍କ ଭଂଗାରୁଜା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି ସରକାର ଉତକ୍ଷିପ୍ତ, ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ମାନେ ସର୍କିଟ ହାଉସକୁ ଆସିଥିଲେ ମୋତେ ହତ୍ୟା କରିବାକୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
