Advertisment

ବିଜେଡି ଗୁଣ୍ଡା ମୋତେ ହତ୍ୟା ପାଇଁ ଆସିଥିଲେ କହିଲେ ଜୟନାରାୟଣ

ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀଙ୍କ ଭଂଗାରୁଜା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି ସରକାର ଉତକ୍ଷିପ୍ତ, ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ମାନେ ସର୍କିଟ ହାଉସକୁ ଆସିଥିଲେ ମୋତେ ହତ୍ୟା କରିବାକୁ।

Odisha Bjp Jayanarayan Mishra Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe