ବିଜେଡିରେ ଛକାପଞ୍ଝା, ଗଣଶିକ୍ଷା ମନ୍ତ୍ରୀଙ୍କୁ ବିରୋଧ

ପିପିଲି(ଓଡ଼ିଶା ରିପୋର୍ଟର): ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀଙ୍କ ଦ୍ୱାରା ଅଟକ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ବଜାରରେ । ମନ୍ତ୍ରୀ ସମୀର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କିଛି ସମୟ […]

samir-das

samir-das

Niharika Rout
  • Published: Monday, 07 February 2022
  • Updated: 08 February 2022, 06:18 PM IST

Sports

Latest News

ପିପିଲି(ଓଡ଼ିଶା ରିପୋର୍ଟର): ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀଙ୍କ ଦ୍ୱାରା ଅଟକ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ବଜାରରେ ।

ମନ୍ତ୍ରୀ ସମୀର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ନାଗପୁର ପଞ୍ଚାୟତରେ ବିଜେଡି ସମର୍ଥିତ ଦୁଇ ଗୋଷ୍ଠୀ ମଧ୍ୟରୁ ଦୁଇ ଦୁଇ ଜଣ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଦିଆଯାଇଛି । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

[caption id="attachment_711901" align="aligncenter" width="650"]schoo ମନ୍ତ୍ରୀଙ୍କ ସମର୍ଥୀତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠି ପଶି ଭଙ୍ଗାରୁଜା କରୁଛନ୍ତି।[/caption]

ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠୀ ସମର୍ଥକ ପଶି ଚେୟାର ଭଙ୍ଗାରୁଜା କରିବା ସହ ଫ୍ଲେକ୍ସ ଚିରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ ଗୋଷ୍ଠୀ କନ୍ଦଳ ନେଇ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିବା ସହ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି।

ଏନେଇ ମନ୍ତ୍ରୀ ଦାସ କହିଛନ୍ତି, ଗଣମାଧ୍ୟମରେ କଥାକୁ ଯେପରି ଅତିରଞ୍ଜିତ କରାଯାଉଛି, ସେମିତି କିଛି ସମସ୍ୟା ନାହିଁ । ସରପଞ୍ଚ ପାଇଁ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ଲଢ଼େଇ ଚାଲିଛି। ହେଲେ ସେପରି କିଛି ସମସ୍ୟା ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story