ନିର୍ବାଚନ ଭେଳିକି: ସବୁ ଜିଲ୍ଲାରେ ହେବ ମହିଳା ଏସଏଚଜିଙ୍କ ପାଇଁ ଏମଏସଏମଇ ପାର୍କ

ଆସନ୍ତା ୩ବର୍ଷ ମଧ୍ୟରେ ୫୦ହଜାର ମହିଳା ଏସଏଚଜିଙ୍କୁ କ୍ଷୁଦ୍ର ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ।

Sujata R. Karthikeyan PhotoOR

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

Ordigital Desk
  • Published: Tuesday, 14 February 2023
  • Updated: 14 February 2023, 10:01 PM IST

Sports

Latest News

ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏବେ ପୁଣିଥରେ ମହିଳା ଏସଏଚଜି କାର୍ଡ ଖେଳିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବାର ସ୍ୱପ୍ନ ଦେଖାଇ ଭୋଟ ହାତେଇବା ନିମନ୍ତେ ଏବେ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ଏମଏସଏମଇ ପାର୍କ ଏବଂ ସବୁ ପଂଚାୟତରେ ମହାସଂଘଙ୍କ ପାଇଁ ମାର୍କେଟ କମ୍ପେ୍ଲକ୍ସ ସହ ଅଫିସ କାର୍ଯ୍ୟାଳୟ ନିର୍ମାଣ ହେବ । ଆସନ୍ତା ବର୍ଷକ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ।

ଆଜି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ମିଶନ ଶକ୍ତି ଓ ମହିଳା ସଶକ୍ତିକରଣ ପ୍ରସଙ୍ଗରେ ଆଲୋଚନା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଥିଲେ ଯେ, ଆସନ୍ତା ବର୍ଷକ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏମଏସଏମଇ ପାର୍କ ସ୍ଥାପନ ହେବ । ଯେଉଁଠି ମହିଳା ଏସଏଚଜିମାନେ ନିଜର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ଥାପନ କରିପାରିବେ । ସମସ୍ତ ପଂଚାୟତସ୍ତରର ମହାସଂଘଙ୍କ ପାଇଁ ମାର୍କେଟ କମ୍ପେ୍ଲକ୍ସ ସହ ଅଫିସ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ ହେବ । ଏସବୁ କାର୍ଯ୍ୟ ଆସନ୍ତା ବର୍ଷକ ମଧ୍ୟରେ ଶେଷ ହେବ ।

ଏହାବ୍ୟତୀତ ଆସନ୍ତା ୩ବର୍ଷ ମଧ୍ୟରେ ୫୦ହଜାର ମହିଳା ଏସଏଚଜିଙ୍କୁ କ୍ଷୁଦ୍ର ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି । ମହିଳାମାନଙ୍କୁ ଏସଏଚଜିରୁ ଉଦ୍ୟୋଗୀ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ଚଳିତବର୍ଷ ପ୍ରାୟ ୩ଲକ୍ଷରୁ ଅଧିକ ଗୋଷ୍ଠୀଙ୍କୁ ୧୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଆଗାମୀ ପାଂଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କୁ ୫୦ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ।

Also Read

ମହିଳା ଏସଏଚଜିଗୁଡ଼ିକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନେ କିଭଳି ଉଦ୍ୟୋଗୀ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ଫ୍ଲିପକାର୍ଟରେ ବିକ୍ରି ନିମନ୍ତେ ୩୦୦ଟି ଏସଏଚଜି ଓ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି । କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମହିଳା ଏସଏଚଜିଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସମ୍ପୃକ୍ତ ଜିଲ୍ଲାପାଳମାନେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ମହିଳା ଏସଏଚଜିଙ୍କଠୁ କ୍ଷୀର ସଂଗ୍ରହ ଓ ବିକ୍ରି ନିମନ୍ତେ ମିଲକ୍ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମହିଳା ଉଦ୍ୟୋଗୀ ଓ ଇଲେକ୍ଟ୍ରୋନିକ ଅଟୋ ଡ୍ରାଇଭରଙ୍କୁ ନେଇ ଏହି ଇ-ଅଟୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି କୋରାପୁଟ ଜିଲ୍ଲାର ବୋରିଗୁମ୍ମାର ୧୨ଟି ପଂଚାୟତରେ ୩୧୦ଏକର ଜମିରେ ମହିଳମାନଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story