Advertisment

ବିଜେଡି ସାଙ୍ଗଠନିକ ନିର୍ବାଚନ: ୨୬ରେ ସଭାପତି ପଦ ଲାଗି ନବୀନ କରିବେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବ୍ଲକ୍, ନଗର ଓ ଜିଲ୍ଲା ସଭାପତି ପରେ ରାଜ୍ୟ ପରିଷଦ ପାଇଁ ନିର୍ବାଚନ ଶେଷ ହୋଇଛି। ୩୫୪ଜଣ ସଦସ୍ୟ ରାଜ୍ୟ ପରିଷଦ ସଭ୍ୟ ପାଇଁ ଭୋଟ୍ ଦେବେ। ଆସନ୍ତା ୨୬ ତାରିଖ ଦିନ ଦଳର ସଭାପତି ପାଇଁ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ୮୧ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟମାନେ ମଧ୍ୟ ନାମାଙ୍କନ କରିବେ। ଆସନ୍ତା ୨୮ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ […]

କ୍ୟାବିନେଟ ବୈଠକରେ ୩୪ ପ୍ରସ୍ତାବ ମଞ୍ଜୁର

cm

Advertisment

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବ୍ଲକ୍, ନଗର ଓ ଜିଲ୍ଲା ସଭାପତି ପରେ ରାଜ୍ୟ ପରିଷଦ ପାଇଁ ନିର୍ବାଚନ ଶେଷ ହୋଇଛି। ୩୫୪ଜଣ ସଦସ୍ୟ ରାଜ୍ୟ ପରିଷଦ ସଭ୍ୟ ପାଇଁ ଭୋଟ୍ ଦେବେ। ଆସନ୍ତା ୨୬ ତାରିଖ ଦିନ ଦଳର ସଭାପତି ପାଇଁ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ୮୧ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟମାନେ ମଧ୍ୟ ନାମାଙ୍କନ କରିବେ। ଆସନ୍ତା ୨୮ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବିଧିବଦ୍ଧ ତାଲିକା ପ୍ରକାଶ ପାଇବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ସଭାପତି ହେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe