ବିଜେଡି ମୁକ୍ତ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ରେଡି.. | Odisha Reporter
Advertisment
ପ୍ରସ୍ତୁତ ହେଲା ଦଳର ରୋଡମ୍ୟାପ୍। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ଆର ପାର୍ ଲଢେଇ ପାଇଁ ବିସ୍ତୃତ ଆଲୋଚନା ହୋଇଛି। ପ୍ରସ୍ତୁତ ହୋଇଗଲା ବିଜେଡି ମୁକ୍ତ ଓଡ଼ିଶାର ବ୍ଲୁ ପ୍ରିଣ୍ଟ। ହଟିବ ବିଜେଡି କ୍ଷମତାକୁ ଆସିବ ବିଜେପି! ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ରୋଡମ୍ୟାପ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us