Advertisment

ଖସୁଛି ମା’ଙ୍କ ଭୋଟ, ଟେନସନରେ ବିଜେଡି

ଏବେ ଟେନସନରେ ବିଜେଡି। କାରଣ ହେଉଛି ଦଳର ବଳ ମହିଳା ଭୋଟବ୍ୟାଙ୍କରେ ବିରାଟ ଫାଟ। ଆଗରୁ ଏକଜୁଟ୍ ହୋଇ ବିଜେଡି ପାଇଁ କାମ କରୁଥିବା ଏସଏଚଜି ସଦସ୍ୟମାନେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦୂରେଇବା ଆରମ୍ଭ କଲେଣି।

author-image
Debendra Prusty

ଏବେ ଟେନସନରେ ବିଜେଡି। କାରଣ ହେଉଛି ଦଳର ବଳ ମହିଳା ଭୋଟବ୍ୟାଙ୍କରେ ବିରାଟ ଫାଟ। ଆଗରୁ ଏକଜୁଟ୍ ହୋଇ ବିଜେଡି ପାଇଁ କାମ କରୁଥିବା ଏସଏଚଜି ସଦସ୍ୟମାନେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦୂରେଇବା ଆରମ୍ଭ କଲେଣି।

Advertisment
Odisha BjD Women Empowerment Shg Women