ଆପତ୍ତିଜନକ ଟିପ୍ପଣୀ: କ୍ଷମା ମାଗିଲେ ବିଜେଡି ଆଇଟି ସେଲ୍‌ ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଜେଡି ସହ ଜଡ଼ିତ ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ବିଜେପି ନେତାମାନଙ୍କର ଚରିତ୍ର ସଂହାର କରାଯାଉଥିବା ନେଇ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ସାଂସଦ ଅମର ପଟ୍ଟନାୟକ କ୍ଷମା ପ୍ରାର୍ଥନା କରିଛନ୍ତି। ବିଜେଡି ଆଇଟି ସେଲ୍ ଆବାହକ ପ୍ରସନ୍ନଜିତ୍ ପତି ମଧ୍ୟ ବିଜେଡି ସହ ଜଡ଼ିତ ଓ ବିଜେଡି ନାଁରେ ଥିବା ସୋଶାଲ ମିଡିଆ ଆକାଉଣ୍ଟରୁ ଏଭଳି ଆପତ୍ତିଜନକ ପୋଷ୍ଟକୁ […]

amar-patnik

amar-patnik

Manoranjan Sial
  • Published: Tuesday, 01 October 2019
  • Updated: 01 October 2019, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଜେଡି ସହ ଜଡ଼ିତ ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ବିଜେପି ନେତାମାନଙ୍କର ଚରିତ୍ର ସଂହାର କରାଯାଉଥିବା ନେଇ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ସାଂସଦ ଅମର ପଟ୍ଟନାୟକ କ୍ଷମା ପ୍ରାର୍ଥନା କରିଛନ୍ତି। ବିଜେଡି ଆଇଟି ସେଲ୍ ଆବାହକ ପ୍ରସନ୍ନଜିତ୍ ପତି ମଧ୍ୟ ବିଜେଡି ସହ ଜଡ଼ିତ ଓ ବିଜେଡି ନାଁରେ ଥିବା ସୋଶାଲ ମିଡିଆ ଆକାଉଣ୍ଟରୁ ଏଭଳି ଆପତ୍ତିଜନକ ପୋଷ୍ଟକୁ ନାପସନ୍ଦ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଗତକାଲି ନିଜର ଟ୍ୱିଟ୍ ଆକାଉଣ୍ଟ ମାଧ୍ୟମରେ ସୋଶାଲ ମିଡିଆରେ ବିଜେଡିର କେତେକ ଆପତ୍ତିଜନକ ପୋଷ୍ଟକୁ ଉଦ୍ଧୃତ କରି ଏସବୁ ପୋଷ୍ଟ୍ ପ୍ରତି ଆମେ କେହି ଦୃଷ୍ଟି ଦେଉନାହୁଁ କିନ୍ତୁ ବିଜେଡି କିଭଳି ଅସହିଷ୍ଣୁତା ପ୍ରକଟ କରୁଛି ତାହା ଲୋକମାନେ ଜାଣିବା ଉଚିତ୍ ବୋଲି କହିଥିଲେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ‘ଫାଇଭ-ଟି ’ଓ ‘ମୋ ସରକାର’ କଥା କହୁଛନ୍ତି ସେତେବେଳେ ବିଜେଡି ଆଇଟି ୱିଙ୍ଗ୍ କୌଣସି ସମାଲୋଚନାକୁ ସହ୍ୟ କରିପାରୁନି ଓ ସୋଶାଲ ମିଡିଆରେ ଆପତ୍ତିଜନକ ଭାଷା ଉପଯୋଗ କରୁଛି। ଏଥିପାଇଁ ବିଜେଡିକୁ ଧନ୍ୟବାଦ ବୋଲି ଶ୍ରୀ ବକ୍ସିପାତ୍ର କହିବା ସହ ଟ୍ୱିଟ୍ ମାଧ୍ୟମରେ ଏ ସମ୍ପର୍କରେ ସିଏମଓ ଓଡ଼ିଶା, ନବୀନ ଓଡ଼ିଶା,ବିଜେଡି ଆଇଟି ୱିଙ୍ଗକୁ ଅବଗତ କରାଇଥିଲେ। ଉଦାହରଣସ୍ୱରୂପ ଟ୍ୱିଟର ଆକାଉଣ୍ଟ ‘ମୁଁ ବି ବିଜେଡି’ରେ ଥିବା ଦୁଇଟି ଆପତ୍ତିଜନକ ପୋଷ୍ଟକୁ ମଧ୍ୟ ଟ୍ୟାଗ୍ କରିଥିଲେ।

ସେହିପରି ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ସୋଶାଲ ମିଡିଆରେ ବିଜେଡିର ଏଭଳି ଆପତ୍ତିଜନକ ପୋଷ୍ଟକୁ କଡ଼ା ଭାଷାରେ ନିନ୍ଦା କରି କହିଥିଲେ ଯେ ବିଜେଡିଠୁ ଏହାଠୁ ଅଧିକ ଆଶା କରାଯାଇନପାରେ। କାରଣ ବିଜେଡି ଅଶିକ୍ଷିତ, ହିଂସ୍ର, ଅସହିଷ୍ଣୁ ଓ ପ୍ରତିହିଂସା ପରାୟଣ ହୋଇପଡ଼ିଛି। କିଭଳି ଆପତ୍ତିଜନକ ଭାଷା ଉପଯୋଗ କରିବାକୁ ହୁଏ ସେଥିରେ ସେମାନେ ପାରଙ୍ଗମତା ହାସଲ କରିଛନ୍ତି। ବିଶେଷକରି ସେମାନେ ଯାହା କହୁଛନ୍ତି ସେ ନେଇ ମାନ୍ୟବର ମୁଖିଆଙ୍କ ପାଖରେ ଖବର ବି ନାହିଁ।

ବିଜେପିର ଦୁଇ ବରିଷ୍ଠ ନେତାଙ୍କ ଏଭଳି ଟ୍ୱିଟକୁ ନେଇ ଟ୍ୱିଟରରେ ବିଜେଡିକୁ ବ୍ୟାପକ ସମାଲୋଚନା ହେବାପରେ ଆଜି ସକାଳେ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସୋଶାଲ ମିଡିଆ ୱାର୍ଲଡ ଅବା ସଭ୍ୟ ଟ୍ୱିଟରରେ ଏଭଳି ଆପତ୍ତିଜନକ ଭାଷା ଉପଯୋଗର କୌଣସି ସ୍ଥାନ ନାହିଁ। ଯେଉଁମାନେ ଏଭଳି ଭାଷା ବ୍ୟବହାର କରନ୍ତି ସେ ତାଙ୍କଠୁ ବହୁ ଦୂରତ୍ୱ ଅବଲମ୍ବନ କରନ୍ତି। ତେବେ ସେମାନଙ୍କ ତରଫରୁ ସେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥକମାନେ ଫେସବୁକରେ ‘ନବୀନ ଓଡ଼ିଶା, ବିଜେଡି ଫରଏଭର, ଦିଲ୍‌ସେ ବିଜେଡି ଆଦି ଛଦ୍ମ ନାଁରେ ଡଜନେରୁ ଅଧିକ ଆକାଉଣ୍ଟ୍ ଖୋଲି କେନ୍ଦ୍ରର ମୋଦି ସରକାର ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟମାନ ଦେଇ ଆସୁଛନ୍ତି। ଏବେ ଟ୍ୱିଟର ଆକାଉଣ୍ଟ ‘ମୁଁ ବି ବିଜେଡି’ ଓ ଅନ୍ୟ କେତେକ ଛଦ୍ମ ନାଁରେ ସେମାନେ ଏହି କାର୍ଯ୍ୟ ଚଳାଇଛନ୍ତି। ଯାହାକି ବିଜେଡିର ଅସହିଷ୍ଣୁତା ଓ ଅପାରଗତାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story