"ଜାଲ ସାର୍ଟିଫିକେଟ ରାକେଟ ଚଳାଉଛନ୍ତି ବିଜେଡିର ଜଣେ ଯୁବ ନେତା! ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଜେଡି ଆଇଟି ସେଲର ସଦସ୍ୟ। ଖାଲି ଯୁବନେତା ନା ଏହା ପଛରେ ଅଛନ୍ତି ବଡ଼ ନେତା? ତଦନ୍ତ ସଠିକ ଦିଗରେ ଯିବ ତ? ଜିଲ୍ଲାରୁ ଜିଲ୍ଲା ବ୍ୟାପୁଛି ଜାଲ ସାର୍ଟିଫିକେଟ। ବିଧାନଭାରେ ଶୂନ୍ୟ କାଳରେ ଉଠିଲା ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗ। Advertisment "