Advertisment

ଜମି ଦଖଲ ପଛରେ କର୍ପୋରେଟରଙ୍କ ସ୍ୱାମୀ!

ନୟାପଲ୍ଲୀ ଜମି ଦଖଲ ମମାଲାରେ ରହିଛି ବିଜେଡି ଲିଙ୍କ। ସ୍ତ୍ରୀର କ୍ଷମତାକୁ ଅପବ୍ୟବହାର କରି ସ୍ୱାମୀ ଗୁଣ୍ଡାରାଜ ଚଳାଉଥିବା ଅଭିଯୋଗ ହୋଇଛି। ଜମିର ମାଲିକ ପ୍ରଦୀପ ରାଉତରାୟଏହି ଘଟଣାରେ ଦୁଇ କର୍ପୋରେଟରଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଥିଲେ। ଯାହାକୁ ଭିତ୍ତି କରି ପୁଲିସ ତଦନ୍ତ କରିବା ପରେ ଏହା ପଛରେ ବି ବିଜେଡି କର୍ପୋରେଟରଙ୍କ ସ୍ୱାମୀଙ୍କ ଲିଙ୍କ ଥିବା ନେଇ ସ୍ପଷ୍ଟ କରିଛି।

author-image
Debendra Prusty

Odisha BjD Land Scam