Advertisment

ପ୍ରଶାନ୍ତଙ୍କ ପଛରେ ବିଜେଡି ନେତା !

୨୦୧୮ ନଭେମ୍ବରରେ ଭିଜିଲାନ୍ସ ଦ୍ୱାରା ଗିରଫ। ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ନିଲମ୍ବିତ। ପରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ମିଳିଲା ପଦୋନ୍ନତି। ଏ ହେଉଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ପ୍ରଷାନ୍ତ ରାଉତଙ୍କ କ୍ୟାରିୟର। ଏଠାରେ ଭିଜିଲାନ୍ସ ଜାଲରେ ପଡି ବାବୁଙ୍କୁ ପୁଣି ପଦୋନ୍ନତି କିପରି ମିଳିଲା ?

author-image
Manoj Swain
ଅଦ୍ୟତନ ହୋଇଛି

୨୦୧୮ ନଭେମ୍ବରରେ ଭିଜିଲାନ୍ସ ଦ୍ୱାରା ଗିରଫ। ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ନିଲମ୍ବିତ। ପରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ମିଳିଲା ପଦୋନ୍ନତି। ଏ ହେଉଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ପ୍ରଶାନ୍ତ ରାଉତଙ୍କ କ୍ୟାରିୟର। ଏଠାରେ ଭିଜିଲାନ୍ସ ଜାଲରେ ପଡି ବାବୁଙ୍କୁ ପୁଣି ପଦୋନ୍ନତି କିପରି ମିଳିଲା ?

Advertisment
Odisha Vigilance Raid