Advertisment

ବନ୍ୟା ପାଣିରେ ପଶିଗଲା କାର୍‌, ଆଖି ବୁଜିଲେ ବିଜେଡି ନେତା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବନ୍ୟା ପାଣିରେ କାର୍ ବୁଡ଼ି ଯିବାରୁ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବନ୍ୟା ପାଣି ଭିତରେ ପଶି ଯାଇଥିଲା ଏବଂ ବୁଡ଼ି ଯାଇଥିଲା। ଦୀପ୍ତିକାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
ବନ୍ୟା ପାଣିରେ ପଶିଗଲା କାର୍‌, ଆଖି ବୁଜିଲେ ବିଜେଡି ନେତା

car

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବନ୍ୟା ପାଣିରେ କାର୍ ବୁଡ଼ି ଯିବାରୁ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।

Advertisment

publive-imageମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବନ୍ୟା ପାଣି ଭିତରେ ପଶି ଯାଇଥିଲା ଏବଂ ବୁଡ଼ି ଯାଇଥିଲା। ଦୀପ୍ତିକାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Accident Bjd Leader