ନେତାଙ୍କ ଅମାନବିକତା ନା ଅପରାଧ ? | Odisha Reporter
Advertisment
'ବିଜେଡିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଗରଫ କର। ରୁଜୁ କରାଯାଉ ହିଟ ଆଣ୍ଡ ରନ୍ ମାମଲା। ଦୁର୍ଘଟଣା ପରେ କାହିଁକି ଫେରାର ମାରିଲେ ସାଂସଦ ?' ପ୍ରେସମିଟ୍ କରି ଏଭଳି କହି ବର୍ଷିଲା ବିଜେପି। ଗତ ବୁଧବାର ଦିନ ସାଂସଦ ନିରଞ୍ଜନ ବିଶିଙ୍କ କାର ଧକ୍କାରେ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଥିଲା। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us