ସୌମ୍ୟଙ୍କ ଗୋଟେ ଲେଖା ହଲାଇଦେଲା ବିଜେଡିକୁ

ବିଜେଡିର ସିଷ୍ଟମକୁ ହଲାଇ ଦେଇଛି କି ସୌମ୍ୟଙ୍କ ଆମ ଘରର ହାଲଚାଲ ? ଲାଗୁଛି ଆମ ଘର ହାଲଚାଲ ହାଲତ ଖରାପ କରିଦେଇଛି ବିଜେଡିର ଲେଖାପଢି।

Manoj Swain
  • Published: Wednesday, 28 June 2023
  • Updated: 28 June 2023, 12:51 PM IST

Sports

Latest News

ବିଜେଡିର ସିଷ୍ଟମକୁ ହଲାଇ ଦେଇଛି କି ସୌମ୍ୟଙ୍କ ଆମ ଘରର ହାଲଚାଲ ? ଲାଗୁଛି ଆମ ଘର ହାଲଚାଲ ହାଲତ ଖରାପ କରିଦେଇଛି ବିଜେଡିର ଲେଖାପଢି। ଖଣ୍ଡପଡ଼ା ଟିକେଟ ଆଶାୟୀ ଅନୁଭବ କଲେ କଡ଼ା କାଉଣ୍ଟର । ସୌମ୍ୟଙ୍କ ପ୍ରାୟୋଜିତ କୁଶ ପୁତ୍ତଳିକା ଦାହ କରାଗଲା ଖଣ୍ଡପଡ଼ାରେ ! ସୋଶାଲ ମିଡିଆରେ ଜାନକୀ ଓ ଜୟନ୍ତୀଙ୍କୁ ଆକ୍ରମଣ ନେଇ ବିଜେପିର କଡ଼ା ଆପତ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos