ସୌମ୍ୟଙ୍କ ଗୋଟେ ଲେଖା ହଲାଇଦେଲା ବିଜେଡିକୁ | Odisha Reporter
Advertisment
ବିଜେଡିର ସିଷ୍ଟମକୁ ହଲାଇ ଦେଇଛି କି ସୌମ୍ୟଙ୍କ ଆମ ଘରର ହାଲଚାଲ ? ଲାଗୁଛି ଆମ ଘର ହାଲଚାଲ ହାଲତ ଖରାପ କରିଦେଇଛି ବିଜେଡିର ଲେଖାପଢି। ଖଣ୍ଡପଡ଼ା ଟିକେଟ ଆଶାୟୀ ଅନୁଭବ କଲେ କଡ଼ା କାଉଣ୍ଟର । ସୌମ୍ୟଙ୍କ ପ୍ରାୟୋଜିତ କୁଶ ପୁତ୍ତଳିକା ଦାହ କରାଗଲା ଖଣ୍ଡପଡ଼ାରେ ! ସୋଶାଲ ମିଡିଆରେ ଜାନକୀ ଓ ଜୟନ୍ତୀଙ୍କୁ ଆକ୍ରମଣ ନେଇ ବିଜେପିର କଡ଼ା ଆପତ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us