ଗାନ୍ଧୀବାଦୀ ସୁର, ବାଧକ ସାଜିଲାନି ଅସୁସ୍ଥତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ ଆଜି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ତାଙ୍କୁ ବିଧାନସଭା ପରିସରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପାଇଁ ରୋଗଶଯ୍ୟାରେ ଥିବା ଶ୍ରୀ ନାୟକ ଆଗ୍ରହ ଦେଖାଇଥିଲେ। ଚାଲିବାକୁ ସକ୍ଷମ ନଥିବା ଶ୍ରୀ ନାୟକ ନିଜର ଦୃଢ଼ ମନୋବଳ ମାଧ୍ୟମରେ କିଛି ଲୋକଙ୍କ ସହଯୋଗରେ ହ୍ୱିଲଚେୟାରରେ ବିଧାନସଭା ଆସି ସେଠାରେ ଥିବା ଗାନ୍ଧୀମୂର୍ତ୍ତି ନିକଟରେ […]

sura-nayak

sura-nayak

Manoranjan Sial
  • Published: Wednesday, 02 October 2019
  • Updated: 02 October 2019, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ ଆଜି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ତାଙ୍କୁ ବିଧାନସଭା ପରିସରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପାଇଁ ରୋଗଶଯ୍ୟାରେ ଥିବା ଶ୍ରୀ ନାୟକ ଆଗ୍ରହ ଦେଖାଇଥିଲେ। ଚାଲିବାକୁ ସକ୍ଷମ ନଥିବା ଶ୍ରୀ ନାୟକ ନିଜର ଦୃଢ଼ ମନୋବଳ ମାଧ୍ୟମରେ କିଛି ଲୋକଙ୍କ ସହଯୋଗରେ ହ୍ୱିଲଚେୟାରରେ ବିଧାନସଭା ଆସି ସେଠାରେ ଥିବା ଗାନ୍ଧୀମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ଜଣାପଡ଼ିଛି।

ବିଜେଡିର ବରିଷ୍ଠ ନେତା ତଥା ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଗତକିଛି ଦିନ ତଳେ ହସ୍ପିଟାଲରେ ଚିିକିତ୍ସିତ ହେଉଥିଲେ। ସେ ସାମାନ୍ୟ ସୁସ୍ଥ ହୋଇ ଗତ ସପ୍ତାହରେ ଘରକୁ ଫେରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଆଜି ମଧ୍ୟ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ବହୁ ନେତା-ମନ୍ତ୍ରୀ ପୁଷ୍ପମାଲ୍ୟ ଦେବା ସହ ଗାନ୍ଧିଙ୍କ ସ୍ମତିଚାରଣ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ସରିବାପରେ ଶ୍ରୀ ନାୟକ ସେଠାରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗାନ୍ଧିଜୀଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ୮୬ବର୍ଷୀୟ ଶ୍ରୀ ନାୟକଙ୍କ ଅସୁସ୍ଥତା ବାଧକ ସାଜିନଥିବାବେଳେ ତାଙ୍କର ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ହେଉଛି।

ସୂଚନାଯୋଗ୍ୟ, ଶ୍ରୀ ନାୟକ ଏବେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ଖାଦ୍ୟନଳୀ ସହାୟତାରେ ସେ ଏବେ ତରଳ ପଦାର୍ଥ ସେବନ କରୁଛନ୍ତି। ତାଙ୍କର ଗୋଡ଼ କାର୍ଯ୍ୟ କରୁନଥିବାରୁ ସେ ଚାଲିବା ସମ୍ଭବପର ନୁହେଁ । ତଥାପି ଶ୍ରୀ ନାୟକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ପରିବାର ଲୋକମାନେ ତାଙ୍କୁ ବିଧାନସଭା ପରିସରକୁ ଆଣି ଗାନ୍ଧି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଇ ଘରକୁ ନେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story