ବ୍ରଜରାଜନଗରରେ ବିଜେଡି ଆଗୁଆ, ପଛେଇ ଗଲେଣି ବିଜେପି ଓ କଂଗ୍ରେସ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୨୦ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଚତୁର୍ଥ ରାଉଣ୍ଡ ଗଣନା।  ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଧାରାଣୀ ପଣ୍ଡ ଓ କିଶୋର ପ୍ରଧାନଙ୍କଠାରୁ ଢେର ଆଗରେ ଥିବା ବେଳେ […]

counting

counting

Niharika Rout
  • Published: Friday, 03 June 2022
  • Updated: 03 June 2022, 01:30 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୨୦ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଚତୁର୍ଥ ରାଉଣ୍ଡ ଗଣନା।  ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଧାରାଣୀ ପଣ୍ଡ ଓ କିଶୋର ପ୍ରଧାନଙ୍କଠାରୁ ଢେର ଆଗରେ ଥିବା ବେଳେ ବଢ଼ି ଚାଲିଛି ଭୋଟ ବ୍ୟବଧାନ ।

ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୨୦ ହଜାର ଭୋଟ ଅତିକ୍ରମ କରି ସାରିଥିବା ବେଳେ ଢେର ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ ପରି ରାଜନୈତିକ ଦଳ ।  ବିଜେଡି ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୦,୮୨୦ ଭୋଟ ହାତେଇବାକୁ ସକ୍ଷମ ହୋଇଥିବା ବେଳେ ବିଜେପି ଝୁଲାରେ ୫୨୧୨ ଓ କଂଗ୍ରେସକୁ ମିଳିଛି ୩୫୬୦ ଭୋଟ ।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବ୍ରଜରାଜନଗରରେ ଆଗରେ ଥିଲା ବିଜେଡ଼ି। ବିଜେଡିର ଅଳକା ମହାନ୍ତିଙ୍କୁ ୧୬,୦୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୩୮୪୧ ଓ  କଂଗ୍ରେସର କିଶୋର ପଟେଲଙ୍କୁ ମିଳିଛି ୨୬୭୭ ଭୋଟ ।

ଏହାପୂର୍ବରୁ ରାଉଣ୍ଡ ୨ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ  ୧୦,୨୪୮ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୬୨୩ ଓ  କଂଗ୍ରେସର କିଶୋର ପଟେଲଙ୍କୁ ମିଳିଥିଲା ୧୬୯୯ ଭୋଟ ।

ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତି ଆଗେଇ ଚାଲିଥିବା ବେଳେ ବିଜେଡ଼ିଠାରୁ ବିଜେପି ଓ କଂଗ୍ରେସଙ୍କ ଭୋଟ ବ୍ୟବଧାନ ବି ବଢ଼ି ଚାଲିଛି। ଉଭୟ ବିଜେପି ଓ କଂଗ୍ରେସ ଏହି ବ୍ୟବଧାନକୁ ଅତିକ୍ରମ କରି ଆଗକୁ ଯାଇ ପାରୁଛନ୍ତି ନା ମାଟି କାମୁଡ଼ି ପଡ଼ୁଛନ୍ତି ତାହା ଆଜି ସ୍ପଷ୍ଟ ହୋଇଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story