ଅଡୁଆରେ ରେମୁଣା ବିଧାୟକ | Odisha Reporter
ରେମୁଣା ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ। କୃଷି ଯନ୍ତ୍ରପାତି ବିକ୍ରିକୁ ନେଇ ଭିଜିଲାନ୍ସ ପ୍ପ୍ରାଥମିକ ଦତନ୍ତରୁ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାଁରେ ଦୁର୍ନୀତିର ଗନ୍ଧ ବାହାରିଛି। ସରକାରୀ ସବସିଡି ହରିଲୁଟ କରିଥିବା ଅଭିଯୋଗ ନେଇ ଲୋକାୟୁକ୍ତ ବିଧାନସଭା ବାଚସ୍ପତିଙ୍କ ରାୟ ମାଗିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
