କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇଲେ ବିଜେଡି ବିଧାୟିକାଙ୍କ ପିଏସ୍‌ଓ!

ବରଗଡ଼(ଦୀପକ ଶର୍ମା): କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଲେ ବିଜେଡି ବିଧାୟିକାଙ୍କ ପିଏସ୍‌ଓ।! ପୁଲିସ ଉପସ୍ଥିତି ପିଏସ୍‌ଓ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଯାହା ଭିଡିଓରେ କଏଦ ହୋଇଛି। ଏହାକୁ ନେଇ ଉଭୟ ପକ୍ଷରୁ ଅତାବିରା ଥାନାରେ ଅଭିଯୋଗ ହୋଇଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କର ହିର୍ଲିପାଲିରେ କାର୍ଯ୍ୟକ୍ରମ ଥିଲା। ସେଠାରେ ବିଧାୟିକା ଯୋଗଦେଇଥିଲେ। ହିର୍ଲିପାଲିଠାରୁ ୫୦୦ ମିଟର ଦୂର ଡୁମ୍ବେରପାଲି ଛକରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ କିଛି କଂଗ୍ରେସ […]

Bargarh

Bargarh

Manoranjan Sial
  • Published: Saturday, 13 November 2021
  • Updated: 13 November 2021, 10:14 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଲେ ବିଜେଡି ବିଧାୟିକାଙ୍କ ପିଏସ୍‌ଓ।! ପୁଲିସ ଉପସ୍ଥିତି ପିଏସ୍‌ଓ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଯାହା ଭିଡିଓରେ କଏଦ ହୋଇଛି। ଏହାକୁ ନେଇ ଉଭୟ ପକ୍ଷରୁ ଅତାବିରା ଥାନାରେ ଅଭିଯୋଗ ହୋଇଛି।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କର ହିର୍ଲିପାଲିରେ କାର୍ଯ୍ୟକ୍ରମ ଥିଲା। ସେଠାରେ ବିଧାୟିକା ଯୋଗଦେଇଥିଲେ। ହିର୍ଲିପାଲିଠାରୁ ୫୦୦ ମିଟର ଦୂର ଡୁମ୍ବେରପାଲି ଛକରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ କିଛି କଂଗ୍ରେସ କର୍ମୀ ରୁଣ୍ଡ ହୋଇଥିଲେ। ଏଠାରେ ବିଧାୟିକାଙ୍କ ଡ୍ରାଇଭର ଓ ପିଏସଓ ପହଞ୍ଚିଥିଲେ। ସେମାନେ କଂଗ୍ରେସ କର୍ମୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରିକି କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଅତାବିରା ଓଆଇସି ଦିଲୀପ ବେହେରା ମଧ୍ୟ ଉପସ୍ଥିତ ଥିଲେ।

କଂଗ୍ରେସ କର୍ମୀମାନେ ଏନେଇ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟିକାଙ୍କ ପିଏସ୍‌ଓ ଓ ଡ୍ରାଇଭର ଗାଳି ଗୁଲଜ ସହ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା କଂଗ୍ରେସ କର୍ମୀମାନେ ଏତଲାରେ ଦର୍ଶାଇଛନ୍ତି। ସେପଟେ ବିଧାୟିକାଙ୍କ ପିଏସ୍‌ଓ ଓ ଡ୍ରାଇଭର ମଧ୍ୟ ଥାନାରେ କଂଗ୍ରେସ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କଂଗ୍ରେସ କର୍ମୀମାନେ ସେମାନଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଇଛନ୍ତି।ଅତାବିରା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ମାତ୍ର ଏନେଇ ପୁଲିସ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ବରଗଡ଼-ବିଜେପୁର ରାସ୍ତାର ଏକାମ୍ର ଛକରେ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story