ଅଡୁଆରେ ଶଶି ! || Sashi Behera\'s Daughter-In-Law Brings Dowry Torture Allegations || Odisha Reporter
Advertisment
ପୂର୍ବତନ ମନ୍ତ୍ରୀ ତଥା ଏବେର କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ନିଜ ବୋହୂ ତାଙ୍କ ନାଁରେ ଆଣିଛନ୍ତି ଯୌତୁକ ନିର୍ଯ୍ୟାତନା ଅଭିଯୋଗ। ଫଳରେ ବିଜେଡର ଏହି ବରିଷ୍ଠ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us