ବିଜେପି କଣ୍ଟାକ୍ଟରେ ବିଜେଡି ବିଧାୟକ ! | Odisha Reporter
Advertisment
ନବୀନ ଶାସନରେ ଅସନ୍ତୁଷ୍ଟ ଅନେକ ବିଧାୟକ ଏବେ ବିଜେପି କଣ୍ଟାକ୍ଟରେ। ନବୀନଙ୍କ ଗଡ଼ରେ ମନମୋହନଙ୍କ ବିସ୍ଫୋରକ ବୟାନ। ଗଞ୍ଜାମରେ ଗୋହି ଖୋଳିଲେ ବିଜେପି ରାଜ୍ୟ ସଭାପତି। କହିଲେ ବିଜେଡିରେ ଘଟିବ ବିସ୍ଫୋରଣ। ବିଜୁ ଜନତା ଦଳର ୧୧୭ MLA ବର୍ତ୍ତମାନ ବିଜେପି କଣ୍ଟାକ୍ଟରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us