pradeep
[vc_row][vc_column][vc_video link=": ବିଧାନସଭା ବାଚସ୍ପତି ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଆଗତ ହେଲା ମୋସନ୍ ଅଫ୍ ନୋଟିସ୍। ପ୍ରଦୀପ ଅମାତଙ୍କୁ ବିଧାନସଭା ବାଚସ୍ପତି କରାଇବା ଲାଗି ବିଜେଡି ପକ୍ଷରୁ ଏହି ମୋସନ ଅଫ୍ ନୋଟିସ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ବରିଷ୍ଠନେତାମାନେ ବିଧାନସଭା ସଚିବଙ୍କ ନିକଟରେ ଏହି ସଂକଳ୍ପ ଆଗତ କରିଛନ୍ତି।
ନିରଞ୍ଜନ ପୂଜାରୀ ମନ୍ତ୍ରୀ ହେବା ପରେ ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଛି।[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us