ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଚାଲିଛି ଘନଘନ ଅଘୋଷିତ ବିଜୁଳି କାଟ୍। ନେତା ଠାରୁ ଜନତା ସମସ୍ତେ ଅସ୍ତବ୍ୟସ୍ତ। ତେବେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ, କହିଲେ- ଲୋଡ୍ ବାଲାନ୍ସିଂ ଠିକ ଭାବେ ହେଇପାରୁ ନ ଥିବାରୁ ବିଜୁଳି କଟୁଛି, ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଛି, ରିଭ୍ୟୁ କରାଯାଉନାହିଁ, ଟାଇମ ଟୁ ଟାଇମ ଅପଗ୍ରେଡ୍ କରାଯାଉନି, ଏବେ କରିବାର ସମୟ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଯୌତୁକରେ ବାଇକ ମାଗିବାରୁ ବାପଘରକୁ ପଳାଇଲେ କନ୍ୟା
ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।
Odisha
‘ନବୀନ ବାବୁ ନିଜେ ଉତ୍ତର ଦିଅନ୍ତୁ’
ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି 'ବିଦ୍ୟୁତ କାଟ କାହିଁକି ହେଉଛି ତାହାର ଉତ୍ତର ନବୀନ ବାବୁ ଦିଅନ୍ତୁ' ।
Odisha
ଇନଡୋର ଷ୍ଟାଡିୟମ ଉଦଘାଟନ, ଆଉଟଡୋର ପଲିଟିକ୍ସ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ନରସିଂହ ମିଶ୍ର । ତେବେ ଭାଷଣ ଦେବା ମଧ୍ୟରେ ଇନଡୋର ଷ୍ଟାଡିୟମ ତିଆରି କରିଥିବା କଂପାନି ଗେଲ (GAIL) ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଆଣିଥିଲେ ନରସିଂହ ।