Advertisment

ଟାଟା ପାୱାର ଉପରେ ବର୍ଷିଲେ ବିଜେଡ଼ି ସାଂସଦ

ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ, କହିଲେ- ଲୋଡ୍‌ ବାଲାନ୍ସିଂ ଠିକ ଭାବେ ହେଇପାରୁ ନ ଥିବାରୁ ବିଜୁଳି କଟୁଛି, ବିଦ୍ୟୁତ ବିତରଣରେ ଗ୍ୟାପ୍‌ ବା ସଟଫଲ ରହୁଛି, ରିଭ୍ୟୁ କରାଯାଉନାହିଁ, ଟାଇମ ଟୁ ଟାଇମ ଅପଗ୍ରେଡ୍ କରାଯାଉନି, ଏବେ କରିବାର ସମୟ ଆସିଛି।

Advertisment

ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଚାଲିଛି ଘନଘନ ଅଘୋଷିତ ବିଜୁଳି କାଟ୍। ନେତା ଠାରୁ ଜନତା ସମସ୍ତେ ଅସ୍ତବ୍ୟସ୍ତ। ତେବେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ, କହିଲେ- ଲୋଡ୍‌ ବାଲାନ୍ସିଂ ଠିକ ଭାବେ ହେଇପାରୁ ନ ଥିବାରୁ ବିଜୁଳି କଟୁଛି, ବିଦ୍ୟୁତ ବିତରଣରେ ଗ୍ୟାପ୍‌ ବା ସଟଫଲ ରହୁଛି, ରିଭ୍ୟୁ କରାଯାଉନାହିଁ, ଟାଇମ ଟୁ ଟାଇମ ଅପଗ୍ରେଡ୍ କରାଯାଉନି, ଏବେ କରିବାର ସମୟ ଆସିଛି।

Advertisment
Amar Patnaik BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe