Advertisment

କେନ୍ଦ୍ରାପଡ଼ାରେ ୯ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ କରିଛି। ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜୁ ଜନତା ଦଳର ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍ ଦଖଲ କରିଛନ୍ତି। ଜୋନ-୧ରେ କନକଲତା ବେହେରା, ଜୋନ ନମ୍ବର ୫ରେ ଲିଲିତା ଦାସ, ଜୋନ ନମ୍ବର ୯ରେ ଏଲିଜା ସ୍ୱାଇଁ, ଜୋନ ନମ୍ବର ୧୨ରେ ଧନେଶ୍ୱର ସେଠୀ, ଜୋନ ନମ୍ବର ୧୫ରେ ପ୍ରିୟଦର୍ଶିନୀ […]

କାଲି ଖୋଲିବ ୫ ରାଜ୍ୟର ନେତାଙ୍କ ଭାଗ୍ୟ

election1

Advertisment

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ କରିଛି। ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜୁ ଜନତା ଦଳର ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍ ଦଖଲ କରିଛନ୍ତି।

Advertisment

ଜୋନ-୧ରେ କନକଲତା ବେହେରା, ଜୋନ ନମ୍ବର ୫ରେ ଲିଲିତା ଦାସ, ଜୋନ ନମ୍ବର ୯ରେ ଏଲିଜା ସ୍ୱାଇଁ, ଜୋନ ନମ୍ବର ୧୨ରେ ଧନେଶ୍ୱର ସେଠୀ, ଜୋନ ନମ୍ବର ୧୫ରେ ପ୍ରିୟଦର୍ଶିନୀ ତରାଇ, ଜୋନ ନମ୍ବର ୧୯ରେ ସସ୍ମିତା ସ୍ୱାଇଁ, ଜୋନ ନମ୍ବର ୨୪ରେ ପ୍ରମୋଦ କୁମାର ରଥ, ଜୋନ ନମ୍ବର ୨୭ରେ ପ୍ରବୀଣା ଦାସ ଓ ଜୋନ ନମ୍ବର ୩୦ରେ ସୁରେନ୍ଦ୍ର କୁମାର ରାଉତ ବିଜୟୀ ହୋଇଛନ୍ତି।

୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଏହି ୯ଟି ଜୋନ୍ ମଧ୍ୟରୁ ବିଜେଡି ୫ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିବା ବେଳେ ବିଜେପି ୪ଟି ଜୋନରେ ବିଜୟୀ ହୋଇଥିଲା।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe