Advertisment

ବିଜେଡିକୁ ଘାରିଛି କି ଗୁଡୁ ଭୂତ?

ଏବେ ଚର୍ଚ୍ଚାରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଏବଂ ଅପରାଧୀ ରାଜା ଖାନ ସହ ତାଙ୍କ ଲିଙ୍କ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୧୨ ଦିନ ଓଡ଼ିଶାରେ ରହିଥିଲା ଉତ୍ତର ପ୍ରଦେଶର ଚର୍ଚ୍ଚିତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଏପ୍ରିଲ୍‌ ୨ରୁ ୧୩ ତାରିଖ ଯାଏଁ ଥିଲା ଓଡ଼ିଶାରେ। ଗୁଡୁ ବରଗଡ଼ ସମେତ କିଛି ସ୍ଥାନରେ ୧୨ ଦିନ ରହିଥିବା ସୂଚନା ମିଳିଥିଲା। ଏହା ପରେ ରାଜା ଖାନ ସହ ତା ନେକସସ୍ ପଦାକୁ ଆସିଛି।

BjD Guddu Muslim Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe